ଅର୍ଥ : ଇଣ୍ଟରନେଟସହ ଜଡିତ ୱେବ୍ ପେଜ୍ଗୁଡିକର ସମୂହ
ଉଦାହରଣ :
ଆଜିକାଲି ୱେବ୍ସାଇଟରୁ ସମସ୍ତ ପ୍ରକାରର ତଥ୍ୟ ମିଳୁଛି
ସମକକ୍ଷ : ଇଣ୍ଟରନେଟ ସାଇଟ୍
ଅନ୍ୟ ଭାଷାରେ ଅନୁବାଦ :
इंटरनेट से जुड़े वेब पेजों का समूह।
आजकल वेबसाइट से सभी तरह की जानकारियाँ मिल जाती हैं।A computer connected to the internet that maintains a series of web pages on the World Wide Web.
The Israeli web site was damaged by hostile hackers.