ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ସତୁରି ଏବଂ ପାଞ୍ଚ ମିଶି ପ୍ରାପ୍ତ ସଂଖ୍ୟା
ଉଦାହରଣ : ପନ୍ଦରର ପାଞ୍ଚଗୁଣା ପଞ୍ଚସ୍ତରି ହୁଏ
ସମକକ୍ଷ : 75, ପଞ୍ଚସ୍ତରି
ଅନ୍ୟ ଭାଷାରେ ଅନୁବାଦ :हिन्दी
सत्तर और पाँच के योग से प्राप्त संख्या।
ଅର୍ଥ : ସତର ଏବଂ ପାଞ୍ଚ
ଉଦାହରଣ : ପଞ୍ଚସ୍ତରୀ ବର୍ଷ ହେଲେବି ମୋ ଜେଜେ ସହଜରେ ସିଡ଼ି ଚଢ଼ିପାରନ୍ତି
ସମକକ୍ଷ : ପଞ୍ଚସ୍ତରୀ
ଅନ୍ୟ ଭାଷାରେ ଅନୁବାଦ :हिन्दी English
सत्तर और पाँच।
Being five more than seventy.
ସଂସ୍ଥାପନ କରନ୍ତୁ