ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୋଡ଼ିଏ ଏବଂ ଦୁଇ ମିଶାଇ ପ୍ରାପ୍ତ ସଂଖ୍ୟା
ଉଦାହରଣ : ଏଗାର ଏବଂ ଏଗାର ମିଶି ବାଇଶି
ସମକକ୍ଷ : ଦ୍ୱାବିଂଶତି, ବାଇଶି
ଅନ୍ୟ ଭାଷାରେ ଅନୁବାଦ :हिन्दी English
बीस और दो के जोड़ से प्राप्त संख्या।
The cardinal number that is the sum of twenty-one and one.
ଅର୍ଥ : କୋଡ଼ିଏ ଏବଂ ଦୁଇ
ଉଦାହରଣ : କାବ୍ୟ ପ୍ରତିଭା ପାଇଁ ଶ୍ୟାମ ବାଇଶି ବର୍ଷ ବୟସରେ ବି ପ୍ରସିଦ୍ଧ ହୋଇଗଲା
ସମକକ୍ଷ : ଦ୍ୱାବିଂଶ, ବାଇଶ, ବାଇଶି
बीस और दो।
Being two more than twenty.
ସଂସ୍ଥାପନ କରନ୍ତୁ