ଅର୍ଥ : ବହୁତ ଲୋକ ଏକା ସାଥିରେ ଆଡ଼େ ସାଡ଼େ ଯିବା ବା ଦଉଡ଼ିବାର କ୍ରିୟା
ଉଦାହରଣ :
ବୋମା ଥିବାର ଉଡାଖବର ଶୁଣିବାପରେ ବଜାରରେ ଚହଳ ପଡିଗଲା
ଅନ୍ୟ ଭାଷାରେ ଅନୁବାଦ :
A headlong rush of people on a common impulse.
When he shouted `fire' there was a stampede to the exits.ଅର୍ଥ : ବହୁତ ଲୋକେ ଏକାସାଥିରେ ପାଟିକରିବା କ୍ରିୟା ଯେଉଁଥିରେ ଶରୀର ମଧ୍ୟ ହଲିଯାଏ
ଉଦାହରଣ :
ପିଲାମାନେ ଛାତ ଉପରେ ହୋହଲ୍ଲା କରୁଛନ୍ତି
ଅନ୍ୟ ଭାଷାରେ ଅନୁବାଦ :