ଅର୍ଥ : ଯାହା ଉପେକ୍ଷା କରିବା ଯୋଗ୍ୟ
ଉଦାହରଣ :
ପ୍ରଭୁଙ୍କଦ୍ୱାରା ତିଆରି କୌଣସି ବି ବସ୍ତୁ ହେୟ ନୁହେଁ
ଅନ୍ୟ ଭାଷାରେ ଅନୁବାଦ :
Not worth considering.
He considered the prize too paltry for the lives it must cost.ଅର୍ଥ : ଭଲର ଓଲଟା ବା ବିପରୀତ
ଉଦାହରଣ :
ଖରାପ ଲୋକମାନଙ୍କର ସଙ୍ଗତି ଭଲ ନୁହେଁ ଆମେ ଖରାପ କାମ କରିବା ଉଚିତ ନୁହେଁ
ସମକକ୍ଷ : ଅପ୍ରିୟ, ଖରାପ, ଗର୍ହିତ, ବଦ, ମନ୍ଦ
ଅନ୍ୟ ଭାଷାରେ ଅନୁବାଦ :
अच्छा का उल्टा या विपरीत।
बुरे लोगों की संगति अच्छी नहीं होती।Having undesirable or negative qualities.
A bad report card.