ଅର୍ଥ : ଯେଉଁ ହତିଆରରେ କାରୀଗର କୌଣସି ଜିନିଷ ଭାଙ୍ଗେ, ପିଟେ, ବାଡ଼ାଏ ଓ ଗଢ଼େ
ଉଦାହରଣ :
ସେ କାନ୍ଥରେ ହାତୁଡ଼ି ଦ୍ୱାରା କଣ୍ଟା ପିଟୁଛି
ଅନ୍ୟ ଭାଷାରେ ଅନୁବାଦ :
A hand tool with a heavy rigid head and a handle. Used to deliver an impulsive force by striking.
hammerଅର୍ଥ : ପେଚକଣ୍ଟା ତିଆରି କରିବାପାଇଁ କମାରର ଏକ ପ୍ରକାର ଉପକରଣ
ଉଦାହରଣ :
କମାର ହାତୁଡ଼ିରେ ପେଚକଣ୍ଟା ତିଆରି କରୁଛି
ଅନ୍ୟ ଭାଷାରେ ଅନୁବାଦ :