ଅର୍ଥ : ହାତର ପ୍ରୟୋଗକରି ଆଶ୍ଚର୍ଯାନ୍ୱିତ କରିଦେଉଥିବା କୌଣସି କାର୍ଯ୍ୟ
ଉଦାହରଣ :
ମାଙ୍କଡ଼ିଆ କହିଲା ଯେ ସେ ଯାହା ଦେଖାଉଛି ତାହା ଯାଦୁ ନୁହେଁ ହାତସଫେଇ
ଅନ୍ୟ ଭାଷାରେ ଅନୁବାଦ :
हाथ के प्रयोग से किया जाने वाला कोई ऐसा कार्य जो अचंभित कर दे।
मदारी ने कहा कि वह जो कुछ दिखा रहा है वह जादू नहीं हाथ की सफाई है।ଅର୍ଥ : ଯେଉଁଥିରେ କିଛି ଚମତ୍କାର ଅଛି
ଉଦାହରଣ :
ଯାଦୁଗରର ଚମତ୍କାରୀଖେଳ ଦେଖି ଆମେ ଆଶ୍ଚମ୍ବିତ ହୋଇଗଲୁ
ସମକକ୍ଷ : ଚମତ୍କାରପୂର୍ଣ୍ଣ, ଚମତ୍କାରୀ
ଅନ୍ୟ ଭାଷାରେ ଅନୁବାଦ :
जिसमें कोई चमत्कार हो।
जादूगर का चमत्कारी खेल देखकर हम अचंभित हो गये।Possessing or using or characteristic of or appropriate to supernatural powers.
Charming incantations.