ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହାତଲେଖା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହାତଲେଖା   ବିଶେଷ୍ୟ

ଅର୍ଥ : ଲେଖିବାର ଢଙ୍ଗ

ଉଦାହରଣ : ସମସ୍ତଙ୍କ ଲେଖନଶୈଳୀ ଅଲଗା ଅଲଗା

ସମକକ୍ଷ : ଲେଖନଶୈଳୀ, ଲେଖା


ଅନ୍ୟ ଭାଷାରେ ଅନୁବାଦ :

लिखने का ढंग या प्रकार।

सबकी लिखावट अलग-अलग होती है।
अखरावट, अखरावटी, इबारत, तहरीर, लिखाई, लिखावट, लेखन शैली, लेखन-शैली, लेखा

A style of expressing yourself in writing.

genre, literary genre, writing style

ଅର୍ଥ : ଲେଖିବାର ପ୍ରକ୍ରିୟା ବା ଭାବ

ଉଦାହରଣ : ପରୀକ୍ଷାରେ ଶୀଘ୍ର ଲେଖିବା ଆବଶ୍ୟକ

ସମକକ୍ଷ : ଲେଖା

ଅର୍ଥ : ଲେଖା ଯାଇଥିବା ଅକ୍ଷରଆଦି

ଉଦାହରଣ : ଗଜାନନର ହାତଲେଖା ଭାରି ସୁନ୍ଦର

ସମକକ୍ଷ : ହସ୍ତାକ୍ଷର


ଅନ୍ୟ ଭାଷାରେ ଅନୁବାଦ :

किसी सतह पर लिखे हुए या मुद्रित वह अक्षर या चिह्न जो किसी भाषा की ध्वनियों या शब्दों को दर्शाते हैं।

गजानन की लिखावट बहुत सुन्दर है।
अक्षर, आखर, तहरीर, लिखावट, लिपि, लेख

ହାତଲେଖା   ବିଶେଷଣ

ଅର୍ଥ : ହାତରେ ଲେଖା ହୋଇଥିବା

ଉଦାହରଣ : ସଂଗ୍ରହାଳୟରେ ଅନେକ ଗଣମାନ୍ୟ ବ୍ୟକ୍ତିଙ୍କ ହସ୍ତଲିଖିତ ପତ୍ର ସୁରକ୍ଷିତ ହୋଇରହିଛି

ସମକକ୍ଷ : ହସ୍ତଲିଖିତ, ହସ୍ତାଙ୍କିତ


ଅନ୍ୟ ଭାଷାରେ ଅନୁବାଦ :

हाथ का लिखा हुआ।

संग्रहालय में कई गणमान्य लोगों के हस्तलिखित पत्र सुरक्षित हैं।
हस्तलिखित, हस्तांकित, हस्तान्कित

Written by hand.

handwritten