ଅର୍ଥ : ଯେଉଁ ବଜାରରେ ଗୋଟିଏ ପ୍ରକାରର ଜିନିଷ କୌଣସି ନିର୍ଦ୍ଦିଷ୍ଟ ସମୟରେ ଆସି ବିକ୍ରି ହୁଏ
ଉଦାହରଣ :
ବରାରରେ ପ୍ରତିବର୍ଷ ବଳଦଙ୍କ ହାଟ ବସେ
ଅନ୍ୟ ଭାଷାରେ ଅନୁବାଦ :
The world of commercial activity where goods and services are bought and sold.
Without competition there would be no market.ଅର୍ଥ : ଯେଉଁ ସ୍ଥାନରେ ଏକ ନିର୍ଦ୍ଦିଷ୍ଟ ସମୟ, ତିଥି,ବାର ବା ଅବସରରେ ଜିନିଷପତ୍ର କିଣାବିକା ହୁଏ
ଉଦାହରଣ :
ପିଲାଙ୍କପାଇଁ ହାଟରୁ ପୋଷାକ ନେବାକୁ ହେବ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ନିଶ୍ଚିତ ସମୟ, ତିଥି, ବାର ବା ଅବସରରେ ଦୋକାନ ଖୋଲିବା ପ୍ରକ୍ରିୟା
ଉଦାହରଣ :
ଏଠାରେ ପ୍ରତ୍ୟେକ ଶନିବାର ଦିନ ହାଟ ବସେ
ସମକକ୍ଷ : ସାପ୍ତାହିକ ବଜାର