ଅର୍ଥ : କହୁଣୀ ଠାରୁ ପଞ୍ଝାର ଅଗ୍ରଭାଗ ପର୍ଯ୍ୟନ୍ତ ଶରୀରର ଅଂଶ
ଉଦାହରଣ :
ଦୁର୍ଘଟନାରେ ତାର ଡାହାଣ ହାତ କଟିଗଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କାନ୍ଧରୁ ପଞ୍ଝା ପର୍ଯ୍ୟନ୍ତ ସେହି ଅଙ୍ଗ ଯାହା ଜିନିଷ ଧରେ ଏବଂ କାମ କରେ
ଉଦାହରଣ :
ଭୀମଙ୍କ ବାହୁରେ ବହୁତ ବଳ ଥିଲା
ଅନ୍ୟ ଭାଷାରେ ଅନୁବାଦ :
A human limb. Technically the part of the superior limb between the shoulder and the elbow but commonly used to refer to the whole superior limb.
arm