ଅର୍ଥ : ଚୈତ୍ରମାସର ପୂର୍ଣ୍ଣିମା ଯେଉଁଦିନ ହନୁମାନ ଜନ୍ମ ହୋଇଥିଲେ
ଉଦାହରଣ :
ହନୁମାନ ଜୟନ୍ତୀ ଅବସରରେ ଆମ ଗାଁରେ ହନୁମାନ ମନ୍ଦିରର ଶିଳାନ୍ୟାସ କରାଗଲା
ସମକକ୍ଷ : ହନୁମାନ ଜୟଂତୀ
ଅନ୍ୟ ଭାଷାରେ ଅନୁବାଦ :
चैत्र माह की पूर्णिमा जिस दिन हनुमान पैदा हुए थे।
हनुमान जयंती के अवसर पर हमारे गाँव में हनुमान मंदिर का शिलान्यास किया गया।