ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ପ୍ରାଚୀନ ଭାରତରେ ଯେଉଁ ପ୍ରଥା ଅନୁସାରେ କନ୍ୟା ନିଜପାଇଁ ନିଜ ବର ବାଛିନେଉଥିଲା
ଉଦାହରଣ : ସୀତାଙ୍କ ସ୍ୱୟମ୍ବରରେ ବିଶ୍ୱାମିତ୍ର ରାମ ଓ ଲକ୍ଷ୍ମଣଙ୍କ ସହିତ ପ୍ରବେଶ କଲେ
ସମକକ୍ଷ : ସ୍ୱୟଂବର, ସ୍ୱୟଂବରଣ
ଅନ୍ୟ ଭାଷାରେ ଅନୁବାଦ :हिन्दी
प्राचीन भारत की एक प्रथा जिसमें कन्या अपने लिए आपही वर चुन लेती थी।
ସଂସ୍ଥାପନ କରନ୍ତୁ