ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ସ୍ୱୀକାର କରିବା କ୍ରିୟା ବା ଭାବ
ଉଦାହରଣ : ଏହି ଯୋଜନାକୁ ଚାଲୁ କରିବାପାଇଁ ଭାରତ ସରକାର ସ୍ୱୀକୃତି ଦେଇଛନ୍ତି
ସମକକ୍ଷ : ଅଂଗୀକାର, ମଂଜୁରୀ
ଅନ୍ୟ ଭାଷାରେ ଅନୁବାଦ :हिन्दी English
स्वीकार करने की क्रिया या भाव।
Approval to do something.
ଅର୍ଥ : କୌଣସି କାମ କରିବା ପୁର୍ବରୁ ସେ ସଂପର୍କରେ ବଡ଼ମାନଙ୍କ ସହିତ ମିଶି ବା ତାଙ୍କଠାରୁ ଆଜ୍ଞାରୂପରେ ନିଆଯାଉଥିବା ସ୍ୱୀକୃତି
ଉଦାହରଣ : ବଡ଼ମାନଙ୍କର ଅନୁମତି ବିନା କୌଣସି ବି କାମ କରିବା ଉଚିତ ନୁହେଁ
ସମକକ୍ଷ : ଅନୁଜ୍ଞା, ଅନୁମତି, ଆଜ୍ଞା
कोई काम करने से पहले उसके संबंध में बड़ों से मिलने या ली जाने वाली स्वीकृति जो बहुत-कुछ आज्ञा के रूप में होती है।
Permission to do something.
ଅର୍ଥ : ହଁ କରିବାର ପ୍ରକ୍ରିୟା
ଉଦାହରଣ : ବାପାଙ୍କ ସ୍ୱୀକୃତି ପରେ ଯାଇ ମୁଁ ଏ କାମ କରିବି
ସମକକ୍ଷ : ସମ୍ମତି
हाँ कहने की क्रिया।
An affirmative.
ସଂସ୍ଥାପନ କରନ୍ତୁ