ଅର୍ଥ : ସହମତ ହେବା
ଉଦାହରଣ :
ମୁଁ ଆପଣଙ୍କ କଥା ମାନୁଛି
ସମକକ୍ଷ : ମାନିବା, ରାଜି ହେବା, ସମ୍ମତ ହେବା
ଅନ୍ୟ ଭାଷାରେ ଅନୁବାଦ :
सहमत होना।
मैं आपकी बात मानता हूँ।ଅର୍ଥ : ପରୀକ୍ଷା ବା ପ୍ରମାଣପାଇଁ ସ୍ୱୀକାର କରିବା
ଉଦାହରଣ :
ନ୍ୟାୟାଳୟ ଆପଣଙ୍କ ମିଥ୍ୟା ତର୍କକୁ ସ୍ୱୀକାର କରିବନାହିଁ
ସମକକ୍ଷ : ଗ୍ରହଣ କରିବା, ମାନିନେବା
ଅନ୍ୟ ଭାଷାରେ ଅନୁବାଦ :
* परीक्षण या प्रमाण के लिए स्वीकार करना।
न्यायालय आपके झूठे तर्कों को नहीं स्वीकारेगा।ଅର୍ଥ : କୌଣସି ପଦ ଆଦି ପୂରଣ କରିବା ବା ଭୂମିକା ଆଦି ନେବା
ଉଦାହରଣ :
ପାରସ୍ପରିକ ବିଚାର ବିମର୍ଷ ପରେ ସୁରେଶ ଅଧ୍ୟକ୍ଷ ପଦ ଗ୍ରହଣ କଲା
ସମକକ୍ଷ : ଗ୍ରହଣ କରିବା, ନେବା
ଅନ୍ୟ ଭାଷାରେ ଅନୁବାଦ :
* किसी पद, भूमिका आदि को स्वीकार लेना।
आपसी विचार-विमर्श के बाद सुरेश ने अध्यक्ष के पद को अपनाया।