ଅର୍ଥ : ସ୍ୱାର୍ଥକୁ ନେଇ ସମ୍ପର୍କ
ଉଦାହରଣ :
ସାରା ସଂସାର ସ୍ୱାର୍ଥରେ ଗଢା
ଅନ୍ୟ ଭାଷାରେ ଅନୁବାଦ :
Stinginess resulting from a concern for your own welfare and a disregard of others.
selfishnessଅର୍ଥ : ନିଜ ଉଦ୍ଦେଶ୍ୟ ବା ଆବଶ୍ୟକତା
ଉଦାହରଣ :
ଏଠାକୁ ଆସିବା ପଛରେ ଶ୍ୟାମର କିଛି ସ୍ୱାର୍ଥ ଅଛି ସମାଜ କଲ୍ୟାଣ ନିମନ୍ତେ ସ୍ୱାର୍ଥରୁ ଉପରକୁ ଉଠି କାମ କରିବା ଆବଶ୍ୟକ
ଅନ୍ୟ ଭାଷାରେ ଅନୁବାଦ :
Concern for your own interests and welfare.
egocentrism, egoism, self-centeredness, self-concern, self-interestଅର୍ଥ : ଯେ ସ୍ୱାର୍ଥରେ ଭରିଯାଇଛି ବା ନିଜ ମତଲବରେ ଥିବା ଲୋକ
ଉଦାହରଣ :
ସ୍ୱାର୍ଥୀ ଲୋକଙ୍କଠାରୁ ଦୂରରେ ରୁହ
ସମକକ୍ଷ : ସ୍ୱାର୍ଥପର, ସ୍ୱାର୍ଥପରାୟଣ
ଅନ୍ୟ ଭାଷାରେ ଅନୁବାଦ :
जो स्वार्थ से भरा हुआ हो या अपना मतलब निकालनेवाला हो।
स्वार्थी लोगों से दूर रहो।Concerned chiefly or only with yourself and your advantage to the exclusion of others.
Selfish men were...trying to make capital for themselves out of the sacred cause of civil rights.