ଅର୍ଥ : ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିବା ବ୍ୟକ୍ତି
ଉଦାହରଣ :
ହଜାର ହଜାର ସ୍ୱାଧୀନତା ସଂଗ୍ରାମୀଙ୍କର ବଳିଦାନ ଯୋଗୁଁ ଆମକୁ ସ୍ୱାଧୀନତା ମିଳିଛି
ସମକକ୍ଷ : ସ୍ୱତନ୍ତ୍ରତା ସେନାନୀ
ଅନ୍ୟ ଭାଷାରେ ଅନୁବାଦ :
स्वतंत्रता की लड़ाई में भाग लेने वाला व्यक्ति।
हज़ारों स्वतंत्रता सेनानियों के बलिदान से हमें स्वतंत्रता मिली है।A person who takes part in an armed rebellion against the constituted authority (especially in the hope of improving conditions).
freedom fighter, insurgent, insurrectionist, rebel