ଅର୍ଥ : କାହାରି ଅଧୀନ ନହୋଇ କେବଳ ନିଜ ଅଧୀନ ବା ସ୍ୱତନ୍ତ୍ର ହେବାର ଅବସ୍ଥା ବା ଭାବ
ଉଦାହରଣ :
ସେ ସ୍ୱାଧୀନତାର ଲଢ଼େଇ ଲଢ଼ୁଛି
ସମକକ୍ଷ : ସ୍ୱତନ୍ତ୍ରତା, ସ୍ୱାତନ୍ତ୍ରୀୟ
ଅନ୍ୟ ଭାଷାରେ ଅନୁବାଦ :
किसी दूसरे के अधीन नहीं बल्कि स्वयं अपने अधीन या स्वतंत्र होने की अवस्था या भाव।
वह स्वाधीनता की लड़ाई लड़ रहा है।ଅର୍ଥ : ପ୍ରତିବନ୍ଧ ବା ବାଧା ନ ରହିବାର ଅବସ୍ଥା
ଉଦାହରଣ :
ଅଧିକ ସ୍ୱାଧୀନତାରେ ବି ଲୋକମାନେ ବିଗିଡ଼ି ଯାଆନ୍ତି
ସମକକ୍ଷ : ସ୍ୱଚ୍ଛନ୍ଦତା
ଅନ୍ୟ ଭାଷାରେ ଅନୁବାଦ :
प्रतिबंध या रुकावट न होने की अवस्था।
अधिक स्वच्छंदता से भी लोग बिगड़ जाते हैं।