ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସ୍ୱାତୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସ୍ୱାତୀ   ବିଶେଷ୍ୟ

ଅର୍ଥ : ଯେଉଁ ସମୟରେ ଚନ୍ଦ୍ରମା ସ୍ୱାତୀ ନକ୍ଷତ୍ରରେ ଥାଆନ୍ତି

ଉଦାହରଣ : ବିଶ୍ୱାସ କରାଯାଏ ଯେ ସ୍ୱାତୀ ନକ୍ଷତ୍ରରେ ହେଉଥିବା ବର୍ଷା ଜଳରେ ମୋତିର ଉତ୍ପତ୍ତି ହୋଇଥାଏ

ସମକକ୍ଷ : ସ୍ୱାତୀ ନକ୍ଷତ୍ର


ଅନ୍ୟ ଭାଷାରେ ଅନୁବାଦ :

वह समय जब चंद्रमा स्वाति नक्षत्र में होता है।

स्वाति नक्षत्र में हुई वर्षा के जल से मोती की उत्पत्ति मानी जाती है।
स्वाति, स्वाति नक्षत्र

ଅର୍ଥ : ପଞ୍ଚଦଶତମ ନକ୍ଷତ୍ର

ଉଦାହରଣ : ଚନ୍ଦ୍ର ଚିତ୍ରା ନକ୍ଷତ୍ରରୁ ବାହାରି ସ୍ୱାତି ନକ୍ଷତ୍ରରେ ପ୍ରବେଶ କରେ

ସମକକ୍ଷ : ସ୍ୱାତି


ଅନ୍ୟ ଭାଷାରେ ଅନୁବାଦ :

पन्द्रहवाँ नक्षत्र।

चन्द्रमा चित्रा से निकलकर स्वाति में प्रवेश करता है।
स्वाति, स्वाति नक्षत्र