ଅର୍ଥ : ଯେ ରଚନା ବା ସୃଷ୍ଟି କରେ
ଉଦାହରଣ :
ପ୍ରକୃତିର ସ୍ରଷ୍ଟାଙ୍କ କଳ୍ପନା ଅନୁପମ
ସମକକ୍ଷ : ପ୍ରଣେତା, ରଚନାକାର, ରଚୟିତା, ସୃଜକ, ସୃଷ୍ଟିକର୍ତ୍ତା
ଅର୍ଥ : ନିର୍ମାଣ କରିବା କିମ୍ବା ବନେଇବା ବ୍ୟକ୍ତି
ଉଦାହରଣ :
ଏହି ଫିଲ୍ମର ନିର୍ମାତା ଅମିର ଖାନ୍
ସମକକ୍ଷ : ନିର୍ମାତା, ସୃଷ୍ଟିକର୍ତ୍ତା
ଅନ୍ୟ ଭାଷାରେ ଅନୁବାଦ :
A person who grows or makes or invents things.
creatorଅର୍ଥ : ରଚିବା ବା ତିଆରି କରିବା ଲୋକ
ଉଦାହରଣ :
ହିନ୍ଦୁ ଧର୍ମଶାସ୍ତ୍ର ଅନୁସାରେ ବ୍ରହ୍ମା ଏହି ସଂସାରର ସୃଷ୍ଟିକର୍ତ୍ତା
ସମକକ୍ଷ : କର୍ତ୍ତା, ରଚୟିତା, ସୃଜନକର୍ତ୍ତା, ସୃଷ୍ଟିକର୍ତ୍ତା
ଅନ୍ୟ ଭାଷାରେ ଅନୁବାଦ :