ଅର୍ଥ : ମାନସିକ ଆଘାତ ଆଦି କାରଣରୁ ମନରେ ଉତ୍ପନ୍ନ ହେଉଥିବା ବିଷାଦ
ଉଦାହରଣ :
ସେହି ଘଟଣା ମନେ ପଡିଯିବାକ୍ଷଣି ସ୍ମୃତି ପୁନଶ୍ଚ ଚଳଚଞ୍ଚଳ ହୋଇଯାଉଛି
ଅନ୍ୟ ଭାଷାରେ ଅନୁବାଦ :
मानसिक आघात आदि के कारण होने वाली मन की दुखद स्थिति।
उस घटना की याद आते ही घाव फिर से ताज़ा हो जाता है।ଅର୍ଥ : ଏହି ଜ୍ଞାନ ଯାହା ସ୍ମରଣ ଶକ୍ତିଦ୍ୱାରା ଏକତ୍ର ବା ପ୍ରାପ୍ତ ହୋଇଥାଏ
ଉଦାହରଣ :
ପିଲାଦିନର ସ୍ମୃତି ମନେପଡ଼ିଲେ ମନ ପ୍ରସନ୍ନ ହୋଇଯାଏ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁ ହିନ୍ଦୁ ଧର୍ମ-ଗ୍ରନ୍ଥ ମାନବ-ରଚିତ ଏବଂ ବେଦଠାରୁ ନିମ୍ନ ମାନର ବୋଲି ବିଚାର କରାଯାଏ
ଉଦାହରଣ :
ସ୍ମୃତି ଭିତରେ ପୁରାଣ, ରାମାୟଣ ଆଦିର ଗଣନା ହୁଏ
ଅନ୍ୟ ଭାଷାରେ ଅନୁବାଦ :
वे हिंदू धर्म-ग्रंथ जो मानव-रचित व वेदों से निम्न कोटि के माने जाते हैं।
पुराण, रामायण आदि की गणना स्मृति में होती है।ଅର୍ଥ : କୌଣସି ବ୍ୟକ୍ତି ସମ୍ବନ୍ଧରେ ସ୍ମରଣୀୟ ଘଟଣା ବା ଉଲ୍ଲେଖ
ଉଦାହରଣ :
ମହାଦେବୀ ବର୍ମା ତାଙ୍କର ସଂସ୍ମରଣରେ ବହୁତ କିଛି ଲେଖିଛନ୍ତି
ସମକକ୍ଷ : ସଂସ୍ମରଣ
ଅନ୍ୟ ଭାଷାରେ ଅନୁବାଦ :
किसी व्यक्ति के संबंध की स्मरणीय घटनाएँ या उनका उल्लेख।
महादेवी वर्मा ने अपने संस्मरण में बहुत कुछ लिखा है।A written statement of facts submitted in conjunction with a petition to an authority.
memorialଅର୍ଥ : ସ୍ମରଣ ରଖିବାର ଶକ୍ତି
ଉଦାହରଣ :
ଏହି ଅଧିକାରୀଙ୍କର ସ୍ମରଣ ଶକ୍ତି ବହୁତ ଦୂର୍ବଳ
ସମକକ୍ଷ : ସ୍ମରଣ ଶକ୍ତି
ଅନ୍ୟ ଭାଷାରେ ଅନୁବାଦ :
स्मरण रखने की शक्ति।
इस अधिकारी की स्मरण शक्ति बहुत कमज़ोर है।The power of retaining and recalling past experience.
He had a good memory when he was younger.ଅର୍ଥ : କିଛି ଦେଖା,ଶୁଣା ବା ଅନୁଭବର କଥା ମନେ ରହିବା ବା ତାକୁ ପୁଣି ମନେ ପକାଇବା କ୍ରିୟା ବା ଭାବ
ଉଦାହରଣ :
ମୁ ଆପଣଙ୍କୁ ପ୍ରଥମେ କେଉଁଠି ଦେଖିଥିଲି ତାହା ମୋର ସ୍ମରଣ ହେଉନାହିଁ
ସମକକ୍ଷ : ସ୍ମରଣ
ଅନ୍ୟ ଭାଷାରେ ଅନୁବାଦ :
The cognitive processes whereby past experience is remembered.
He can do it from memory.