ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସ୍ମାର୍ତ୍ତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସ୍ମାର୍ତ୍ତ   ବିଶେଷ୍ୟ

ଅର୍ଥ : ସ୍ମୃତିଗୁଡିକରେ ନିର୍ଦ୍ଦେଶିତ କଥା, ନିୟମ ଆଦି ଅନୁସାରେ ଚାଲୁଥିବା ବ୍ୟକ୍ତି

ଉଦାହରଣ : ଆଧୁନିକ ସମାଜରେ ସ୍ମାର୍ତ୍ତମାନଙ୍କୁ ପାଇବା ମୁସ୍କିଲ


ଅନ୍ୟ ଭାଷାରେ ଅନୁବାଦ :

स्मृतियों में बताई हुई बातों, नियमों आदि के अनुसार चलनेवाला व्यक्ति।

आधुनिक समाज में स्मार्तों का मिलना मुश्किल है।
स्मार्त

ଅର୍ଥ : ସ୍ମୃତିଗୁଡିକର ଜ୍ଞାତା ବା ପଣ୍ଡିତ

ଉଦାହରଣ : ପ୍ରବଚନପାଇଁ ଆମର ଏଠାକୁ କାଶୀରୁ ଜଣେ ପ୍ରସିଦ୍ଧ ସ୍ମାର୍ତ୍ତ ଆସିଛନ୍ତି


ଅନ୍ୟ ଭାଷାରେ ଅନୁବାଦ :

स्मृतियों का ज्ञाता या पंडित।

प्रवचन के लिए हमारे यहाँ काशी से एक प्रसिद्ध स्मार्त पधारे हैं।
स्मार्त