ଅର୍ଥ : କାହାରି ସଙ୍ଗେ ପ୍ରେମ ବା ସ୍ନେହ କରିବା ବା ସଂପର୍କ ରଖିବା
ଉଦାହରଣ :
ମାଆ ବଡ଼ ଭାଈଙ୍କୁ ସବୁଠୁ ବେଶୀ ଆଦର କରନ୍ତି
ସମକକ୍ଷ : ଆଦର କରିବା, ଶ୍ରଦ୍ଧା କରିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଛୋଟମାନଙ୍କ ପ୍ରତି ବଡ଼ମାନଙ୍କର ଭଲ ପାଇବା ପ୍ରଦର୍ଶନ କରିବା
ଉଦାହରଣ :
ପିଲାମାନଙ୍କୁ ମା’ ହିଁ ସବୁଠୁ ବେଶୀ ସ୍ନେହ କରନ୍ତି
ଅନ୍ୟ ଭାଷାରେ ଅନୁବାଦ :
बड़ों द्वारा छोटों के प्रति प्रेम प्रदर्शित करना।
बच्चों को माँ ही सबसे ज़्यादा स्नेह करती है।ଅର୍ଥ : ପ୍ରେମ ପ୍ରକଟ କରିବା
ଉଦାହରଣ :
ସେ ତାଙ୍କ ପିଲାଙ୍କୁ ବହୁତ ଭଲ ପାଆନ୍ତି
ସମକକ୍ଷ : ଭଲ ପାଇବା, ଶ୍ରଦ୍ଧା କରିବା
ଅନ୍ୟ ଭାଷାରେ ଅନୁବାଦ :