ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସ୍ନାନ କରେଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସ୍ନାନ କରେଇବା   କ୍ରିୟାପଦ

ଅର୍ଥ : ଅନ୍ୟକୁ ଗାଧୋଇବାପାଇଁ ପ୍ରବୃତ୍ତ କରିବା

ଉଦାହରଣ : ମାଆ ପ୍ରତିଦିନ ସକାଳେ ଗରମ ପାଣିରେ ପିଲାକୁ ଗାଧୋଇ ଦିଅନ୍ତି

ସମକକ୍ଷ : ଗାଧୋଇ ଦେବା


ଅନ୍ୟ ଭାଷାରେ ଅନୁବାଦ :

दूसरे को नहाने में प्रवृत्त करना।

माँ बच्चे को रोज़ सुबह गरम पानी से नहलाती है।
अन्हवाना, नहलाना, नहवाना, स्नान कराना