ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସ୍ଥାୟିତ୍ୱ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସ୍ଥାୟିତ୍ୱ   ବିଶେଷ୍ୟ

ଅର୍ଥ : ନିତ୍ୟ କିମ୍ବା ଅନାଦି ହେବାର ଅବସ୍ଥା ବା ଭାବ

ଉଦାହରଣ : ଈଶ୍ୱର ତଥା ପ୍ରକୃତିର ନିତ୍ୟତା ସର୍ବ ବିଦିତ

ସମକକ୍ଷ : ଅନାଦିତ୍ୱ, ନିତ୍ୟତା, ନିତ୍ୟତ୍ୱ


ଅନ୍ୟ ଭାଷାରେ ଅନୁବାଦ :

नित्य या अनादि होने की अवस्था या भाव।

ईश्वर तथा प्रकृति की नित्यता सर्व विदित है।
अनश्वरता, अनादिता, अनादित्व, नितता, नित्यता, नित्यत्व, स्थायित्व

The property of being able to exist for an indefinite duration.

permanence, permanency