ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସ୍ଥାନୀୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସ୍ଥାନୀୟ   ବିଶେଷଣ

ଅର୍ଥ : ସେହି ସ୍ଥାନର ବା ସେହି ସ୍ଥାନସହିତ ସମ୍ବନ୍ଧିତ

ଉଦାହରଣ : ଏହା ବାରଣାସୀର ଏକ ସ୍ଥାନୀୟ ସମାଚାର ପତ୍ର

ସମକକ୍ଷ : ଆଂଚଳିକ, ଆଞ୍ଚଳିକ


ଅନ୍ୟ ଭାଷାରେ ଅନୁବାଦ :

उस स्थान का या उस स्थान से संबंधित।

यह बनारस का एक स्थानीय समाचार पत्र है।
अंचलीय, आंचलिक, लोकल, स्थानिक, स्थानीय

Of or belonging to or characteristic of a particular locality or neighborhood.

Local customs.
Local schools.
The local citizens.
A local point of view.
Local outbreaks of flu.
A local bus line.
local

ଅର୍ଥ : ଯାହା ମିଳୁଥିବା ସ୍ଥାନରେ ଉତ୍ପନ୍ନ ବା ଜନ୍ମ ହୋଇଥାଏ

ଉଦାହରଣ : ଓଟପକ୍ଷୀ ଅଷ୍ଟ୍ରେଲିଆର ସ୍ଥାନୀୟ ପକ୍ଷୀ

ସମକକ୍ଷ : ମୂଳ


ଅନ୍ୟ ଭାଷାରେ ଅନୁବାଦ :

जो वहीं उत्पन्न या पैदा हुआ हो जहाँ पाया जाता हो।

शुतुरमुर्ग आस्ट्रेलिया का स्थानिक पक्षी है।
देशज, मूल, स्थानिक