ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ସେବନ କରିବା ଯୋଗ୍ୟ
ଉଦାହରଣ : ବେଳେବେଳେ ସେବନୀୟ ପଦାର୍ଥର ଉପଭୋଗରେ ବି ରୋଗ ସୃଷ୍ଟି ହୋଇଯାଏ
ସମକକ୍ଷ : ସେବନୀୟ
ଅନ୍ୟ ଭାଷାରେ ଅନୁବାଦ :हिन्दी English
सेवन करने योग्य।
May be used up.
ଅର୍ଥ : ଯାହାର ସେବା କରାଯାଇଛି ବା କରାଯାଇପାରେ
ଉଦାହରଣ : ଆମ ଦେଶରେ ଶିଷ୍ୟମାନଙ୍କଦ୍ୱାରା ସେବିତ ସାଧୁ ମହାତ୍ମାମାନଙ୍କ ସଂଖ୍ୟା କମ୍ ନୁହେଁ
ସମକକ୍ଷ : ସେବିତ
ଅନ୍ୟ ଭାଷାରେ ଅନୁବାଦ :हिन्दी
जिनकी सेवा की गई हो।
ସଂସ୍ଥାପନ କରନ୍ତୁ