ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସେନାବାହିନୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସେନାବାହିନୀ   ବିଶେଷ୍ୟ

ଅର୍ଥ : ଏକ ବିଶେଷ ପ୍ରକାର ସେନା

ଉଦାହରଣ : ଜଣେ ବଡ଼ କମାଣ୍ଡରଙ୍କ ତତ୍ତ୍ୱାବଧାନରେ ସେନାବାହିନୀ ଆଗକୁ ବଢ଼ୁଛି

ସମକକ୍ଷ : କମାଣ୍ଡ


ଅନ୍ୟ ଭାଷାରେ ଅନୁବାଦ :

*किसी एक थल सेना अधिकारी के आधीन सेना की टुकड़ी या क्षेत्र।

एक बड़े कमान अधिकारी की देख-रेख में सैन्य दल आगे बढ़ रही है।
कमान

A military unit or region under the control of a single officer.

command

ଅର୍ଥ : କୌଣସି ସଂଗ୍ରାମରେ ଭାଗ ନେଇଥିବା ବ୍ୟକ୍ତି

ଉଦାହରଣ : ପନ୍ଦର ଅଗଷ୍ଟରେ ସ୍ୱତନ୍ତ୍ରତା ସେନାନୀଙ୍କୁ ସମ୍ମାନ ଦିଆଗଲା

ସମକକ୍ଷ : ସେନାନୀ, ସୈନ୍ୟ


ଅନ୍ୟ ଭାଷାରେ ଅନୁବାଦ :

किसी संग्राम में भाग लिया हुआ व्यक्ति।

पन्द्रह अगस्त को स्वतंत्रता सेनानियों का सम्मान किया गया।
सेनानी

ଅର୍ଥ : ସେନା ସମୂହ

ଉଦାହରଣ : ସିକନ୍ଦରଙ୍କ ପଛରେ ତାଙ୍କର ସୈନ୍ୟସାମନ୍ତ ଚାଲୁଥିଲେ

ସମକକ୍ଷ : ପଲଟଣ, ପଲ୍‌ଟନ, ସେନାଦଳ, ସୈନ୍ୟବାହିନୀ, ସୈନ୍ୟସାମନ୍ତ


ଅନ୍ୟ ଭାଷାରେ ଅନୁବାଦ :

सेना समूह।

सिकंदर के पीछे उनकी अज़ीम अफ़वाज चल रही थी।
अफवाज, अफ़वाज, सेना समूह, सेनासमूह

A permanent organization of the military land forces of a nation or state.

army, ground forces, regular army