ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସେଣା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସେଣା   ବିଶେଷ୍ୟ

ଅର୍ଥ : ଯେଉଁ ବାଉଁଶ ଟୋକେଇରେ ଚାରୋଟି ରଶି ବନ୍ଧାହୋଇଥାଏ ଓ ସେଥିରେ ଖେତକୁ ପାଣି ବୁହାଯାଏ

ଉଦାହରଣ : ଦୁଇଜଣ ଲୋକ ସେଣା ସାହାଯ୍ୟରେ ଜମିରେ ପାଣି ମଡ଼ାଉଛନ୍ତି


ଅନ୍ୟ ଭାଷାରେ ଅନୁବାଦ :

बाँस की वह टोकरी जिसमें चार रस्सियाँ बंधी रहती हैं और इससे खेत में पानी उलीचा जाता है।

दो आदमी बेंड़ी की सहायता से खेत की सिंचाई कर रहे हैं।
बेंड़ी