ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୂଚୀକାମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୂଚୀକାମ   ବିଶେଷ୍ୟ

ଅର୍ଥ : ଲୁଗାଆଦି ଉପରେ ସୂତା-ଡୋରିରେ ଫୁଲ ବା ଚିତ୍ର ଆଙ୍କିବା କାମ

ଉଦାହରଣ : ଶୀଲା ବହୁତ ଭଲ ସୂଚୀକାମ କରେ


ଅନ୍ୟ ଭାଷାରେ ଅନୁବାଦ :

कपड़े आदि पर सुई-डोरे से फूल या बेल-बूटे बनाने का काम।

शीला बहुत अच्छी कढ़ाई करती है।
कढ़ाई, कढ़ाव, कशीदा, कशीदाकारी, गुलकारी, फुलकारी, फूलकारी

Decorative needlework.

embroidery, fancywork

ଅର୍ଥ : କନାଆଦିରେ କରାଯାଉଥିବା ହାତବୁଣା କାରୁକାର୍ଯ୍ୟ

ଉଦାହରଣ : ମାଲା ଜରିକାମ କାମ କରୁଛି

ସମକକ୍ଷ : କମକୂଟ, ଜରିକାମ


ଅନ୍ୟ ଭାଷାରେ ଅନୁବାଦ :

कपड़ों पर कलाबत्तू आदि से की जानेवाली हाथ की कारीगरी।

माला ज़रदोज़ी का काम करती है।
जरदोजी, जरबाफी, ज़रदोज़ी, ज़रबाफ़ी

Delicate and intricate ornamentation (usually in gold or silver or other fine twisted wire).

filagree, filigree, fillagree