ଅର୍ଥ : ଯାହା କାହାରି ମନରେ ନ ଥାଏ ତାକୁ ଜଣାଇ ତାଙ୍କ ମନମଧ୍ୟକୁ ଆଣିବା
ଉଦାହରଣ :
ମୁଁ ତାଙ୍କୁ ଜଣାଇଲି ଯେ ମୁଁ ସବୁ ଭୁଲିଯାଇଛି ଜିଲ୍ଲାଧିକାରୀଙ୍କୁ ଘେରାଉକରି କୃଷକମାନେ ତାଙ୍କ ବିରୋଧର ସୂଚନା ଦେଲେ
ସମକକ୍ଷ : ଜଣାଇବା, ଜ୍ଞାତ କରିବା, ସୂଚନାଦେବା
ଅନ୍ୟ ଭାଷାରେ ଅନୁବାଦ :