ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଧାତୁ,ପଥର, କାଠ ଆଦିରେ ଖୋଦେଇକରି କମକୁଟ ଆଦି କରିବାର କାମ
ଉଦାହରଣ : ଏହି ମୂର୍ତ୍ତିକାର ବହୁତ ସୁନ୍ଦର କାରୁକାର୍ଯ୍ୟ କରନ୍ତି
ସମକକ୍ଷ : କମକୁଟ, କାରୁକାର୍ଯ୍ୟ, ଡାଳି
ଅନ୍ୟ ଭାଷାରେ ଅନୁବାଦ :हिन्दी
धातु, पत्थर, काठ आदि पर खोदकर बेल-बूटे आदि बनाने की क्रिया।
ସଂସ୍ଥାପନ କରନ୍ତୁ