ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୁଡ଼ୁକିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୁଡ଼ୁକିବା   କ୍ରିୟାପଦ

ଅର୍ଥ : ନାକ ଦ୍ୱାରା ଧିରେଧିରେ ସଡ଼ସଡ଼ ଶବ୍ଦ କରି ଉପରକୁ ଟାଣିବା

ଉଦାହରଣ : ଛୋଟ ଛୁଆ ପୁଡ଼ା ସୁଡ଼ୁକୁଛି


ଅନ୍ୟ ଭାଷାରେ ଅନୁବାଦ :

नाक से धीरे-धीरे सुड़-सुड़ शब्द करते हुए ऊपर खींचना।

छोटा बच्चा पोंटा सुड़क रहा है।
सुड़कना, सुरकना

Inhale audibly through the nose.

The sick student was sniffling in the back row.
sniff, sniffle

ଅର୍ଥ : ମୁହଁ ଦ୍ୱାରା ଧିରେ ଧିରେ ସଡ଼ସଡ଼ ଶବ୍ଦ କରି ପିଇବା

ଉଦାହରଣ : ସେ ଚା ସୁଡ଼ୁକୁଛି

ସମକକ୍ଷ : ସୁରୁକିବା


ଅନ୍ୟ ଭାଷାରେ ଅନୁବାଦ :

मुख से धीरे-धीरे सुड़-सुड़ शब्द करते हुए पीना या खाना।

वह चाय सुड़क रहा है।
सुड़कना, सुरकना

Eat noisily.

He slurped his soup.
slurp