ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୁରୁକିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୁରୁକିବା   କ୍ରିୟାପଦ

ଅର୍ଥ : ମୁହଁ ଦ୍ୱାରା ଧିରେ ଧିରେ ସଡ଼ସଡ଼ ଶବ୍ଦ କରି ପିଇବା

ଉଦାହରଣ : ସେ ଚା ସୁଡ଼ୁକୁଛି

ସମକକ୍ଷ : ସୁଡ଼ୁକିବା


ଅନ୍ୟ ଭାଷାରେ ଅନୁବାଦ :

मुख से धीरे-धीरे सुड़-सुड़ शब्द करते हुए पीना या खाना।

वह चाय सुड़क रहा है।
सुड़कना, सुरकना

Eat noisily.

He slurped his soup.
slurp