ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୁବର୍ଣ୍ଣରଙ୍ଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୁବର୍ଣ୍ଣରଙ୍ଗ   ବିଶେଷ୍ୟ

ଅର୍ଥ : ସୁନା ପରି ହଳଦିଆ ରଙ୍ଗ

ଉଦାହରଣ : ସୁନେଲୀ ରଙ୍ଗ ମୋତେ ଭାରି ଭଲ ଲାଗେ

ସମକକ୍ଷ : ସୁନାରଙ୍ଗ, ସୁନେଲୀ ରଙ୍ଗ, ସ୍ୱର୍ଣ୍ଣିମରଙ୍ଗ, ହିରଣ୍ମୟରଙ୍ଗ, ହେମରଙ୍ଗ


ଅନ୍ୟ ଭାଷାରେ ଅନୁବାଦ :

सोने की तरह का पीला रंग।

मुझे सुनहरा रंग बहुत पसंद है।
सुनहरा रंग, सुनहला रंग, सुवर्ण रंग, सुवर्णीय रंग, स्वर्णिम रंग, हिरण्मय रंग, हेम रंग

A deep yellow color.

An amber light illuminated the room.
He admired the gold of her hair.
amber, gold