ଅର୍ଥ : ମୁସଲମାନଙ୍କ ଏକ ଧାର୍ମିକ ସଂପ୍ରଦାୟ ଯେ ନିଜ ବିଚାରରେ ଉଦାରତାପାଇଁ ପ୍ରସିଦ୍ଧ ଏବଂ ଯାହାଙ୍କଠାରେ ମୁସଲମାନଙ୍କ କଠୋରତା ଆଦୌ ନ ଥାଏ
ଉଦାହରଣ :
ସୁଫୀମାନେ ପ୍ରେମକୁ ଈଶ୍ୱର ପ୍ରାପ୍ତିର ମାର୍ଗ ବୋଲି ବିଚାର କରନ୍ତି
ସମକକ୍ଷ : ସୁଫୀ
ଅନ୍ୟ ଭାଷାରେ ଅନୁବାଦ :
मुसलमानों का एक धार्मिक सम्प्रदाय जो अपनी विचारों की उदारता के लिए प्रसिद्ध हैं और जिनमें मुसलमानों का कट्टरपन बिलकुल नहीं होता।
सूफ़ी प्रेम को ईश्वर प्राप्ति का मार्ग मानते हैं।