ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୁପାରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୁପାରୀ   ବିଶେଷ୍ୟ

ଅର୍ଥ : ଏକ ଗୋଳ ଫଳ ଯାହାକୁ କାଟି ପାନ ଆଦିସହ ବା ଖାଲି ଖିଆଯାଏ

ଉଦାହରଣ : ପୂଜାରେ ମଧ୍ୟ ଗୁଆର ଉପଯୋଗ ହୁଏ

ସମକକ୍ଷ : ଗୁଆ, ଗୁବାକ


ଅନ୍ୟ ଭାଷାରେ ଅନୁବାଦ :

एक गोल फल जो विशेषकर काटकर पान आदि के साथ या यूँ ही खाया जाता है।

पूजा में भी सुपाड़ी का उपयोग किया जाता है।
कषायफल, गुवाक, पुंगीफल, पूग, पूग फल, पूगी, पूगीफल, बिंबु, बिम्बु, सुपाड़ी, सुपारी

Seed of betel palm. Chewed with leaves of the betel pepper and lime as a digestive stimulant and narcotic in southeastern Asia.

areca nut, betel nut

ଅର୍ଥ : ଅନ୍ୟଦ୍ବାରା କୌଣସି ଅପରାଧୀ, ବଦମାସ ଆଦିଙ୍କୁ ଅର୍ଥ ଦେଇ ନିଶ୍ଚିତ ରୂପେ କାହାରି କ୍ଷତି କରିବା ପାଇଁ (ବିଶେଷ କରି ହତ୍ୟା)କରାଯାଉଥିବା କାର୍ଯ୍ୟ

ଉଦାହରଣ : କେହି କଣ ଦାଉଦର ସୁପାରୀ ନେଇପାରେ ?


ଅନ୍ୟ ଭାଷାରେ ଅନୁବାଦ :

किसी का अहित कराने के लिए (विशेषकर हत्या) किसी के द्वारा किसी अपराधी, बदमाश आदि को पैसा देकर तय करने की क्रिया।

दाऊद की सुपारी भी कोई ले सकता है।
सुपाड़ी, सुपारी