ଅର୍ଥ : ସୁନାର ମୁଦ୍ରା
ଉଦାହରଣ :
ହରପ୍ପା ଖନନରୁ କିଛି ସ୍ୱର୍ଣ୍ଣ ମୁଦ୍ରା ମିଳିଥିଲା
ସମକକ୍ଷ : ସୁନା ମଉଡ଼, ସୁନାମୋହର, ସ୍ୱର୍ଣ୍ଣ ମୁଦ୍ରା, ସ୍ୱର୍ଣ୍ଣ ମୋହର
ଅନ୍ୟ ଭାଷାରେ ଅନୁବାଦ :
सोने का बना सिक्का।
वे हर धनतेरस पर सोने का सिक्का खरीदते हैं।Coins made of gold.
gold