ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୁଦୂର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୁଦୂର   ବିଶେଷଣ

ଅର୍ଥ : ଯାହା ଅତି ଦୂର

ଉଦାହରଣ : ସୁଦୂର ଗ୍ରାମଗୁଡ଼ିକରେ ପହଞ୍ଚିବାପାଇଁ ଏବେ ବି ପାଦରେ ଚାଲିବାକୁ ପଡ଼ୁଛି

ସମକକ୍ଷ : ଦୂରବର୍ତ୍ତୀ, ବହୁଦୂର


ଅନ୍ୟ ଭାଷାରେ ଅନୁବାଦ :

जो बहुत दूर हो।

सुदूर गाँवों तक पहुँचने के लिए अभी भी पैदल ही चलना पड़ता है।
बहुत दूर, सुदूर, सुदूरवर्ती

ଅର୍ଥ : ଯେଉଁଠି ପହଞ୍ଚିବା କଠିନ ଏବଂ

ଉଦାହରଣ : ଆମେ ରାସ୍ତା ଭୁଲି ଏକ ସୁଦୂର ପର୍ବତୀୟ କ୍ଷେତ୍ରରେ ପହଞ୍ଚିଗଲୁ

ସମକକ୍ଷ : ଦୂରବର୍ତ୍ତୀ


ଅନ୍ୟ ଭାଷାରେ ଅନୁବାଦ :

जहाँ पहुँचना कठिन हो और जो अघना बसा हो।

रास्ता भटककर हमलोग एक सुदूर पर्वतीय क्षेत्र में पहुँच गए।
सुदूर

Inaccessible and sparsely populated.

outback, remote

ଅର୍ଥ : ସମୟ ଦୃଷ୍ଟିରେ ଦୂର

ଉଦାହରଣ : ସେ ସୁଦୂର କଥା ବର୍ଣ୍ଣନା କରୁଥିଲେ


ଅନ୍ୟ ଭାଷାରେ ଅନୁବାଦ :

समय की दृष्टि से दूर का।

वह सुदूर भूत की बात बता रहा है।
सुदूर

Separate or apart in time.

Distant events.
The remote past or future.
distant, remote, removed