ଅର୍ଥ : ଭଗବାନ ବିଷ୍ଣୁଙ୍କ ଚକ୍ର
ଉଦାହରଣ :
ଭଗବାନଙ୍କ ହାତରେ ସୁଦର୍ଶନ ଚକ୍ର ସୁଶୋଭିତ ଅଛି
ସମକକ୍ଷ : ସୁଦର୍ଶନ ଚକ୍ର
ଅନ୍ୟ ଭାଷାରେ ଅନୁବାଦ :
भगवान विष्णु का चक्र।
भगवान के हाथ में सुदर्शन चक्र सुशोभित है।ଅର୍ଥ : ତ୍ରେତେୟାଯୁଗର ଯେଉଁ ଋଷି ଗଙ୍ଗାନଦୀ କୂଳରେ ରହୁଥିଲେ
ଉଦାହରଣ :
ମହାଭାରତ ଯୁଦ୍ଧପରେ ଯୁଧିଷ୍ଠିରଙ୍କଦ୍ୱାରା କରାଯାଇଥିବା ଯଜ୍ଞର ସଫଳତାର ଘଣ୍ଟି କେବଳ ସୁଦର୍ଶନଙ୍କ ହାତରେ ହିଁ ବାଜିଲା
ଅନ୍ୟ ଭାଷାରେ ଅନୁବାଦ :
एक त्रेतायुगीन ऋषि जो गंगा के किनारे रहते थे।
महाभारत युद्ध के पश्चात् युधिष्ठिर द्वारा किए गए यज्ञ की सफलता का घंटा केवल सुदर्शन के ही हाथ से बजा।A mentor in spiritual and philosophical topics who is renowned for profound wisdom.
sageଅର୍ଥ : ରାମଙ୍କ ପୂର୍ବଜ ଥିବା ଜଣେ ରଘୁବଂଶୀ
ଉଦାହରଣ :
ସୁଦର୍ଶନ ଶଙ୍ଖଣଙ୍କ ପୁତ୍ର ଥିଲେ
ଅନ୍ୟ ଭାଷାରେ ଅନୁବାଦ :
An imaginary being of myth or fable.
mythical beingଅର୍ଥ : ଯିଏ ଦେଖିବାକୁ ସୁନ୍ଦର
ଉଦାହରଣ :
ଶିଶୁ କୃଷ୍ଣଙ୍କ ସୁଦର୍ଶନ ଛବି ଗୋପୀମାନଙ୍କ ମନ ମୋହିତ କରୁଥିଲା
ଅନ୍ୟ ଭାଷାରେ ଅନୁବାଦ :