ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୁତୁଲି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୁତୁଲି   ବିଶେଷ୍ୟ

ଅର୍ଥ : ଛଣ ଆଦିର ପଟୁରେ ତିଆରି ହୋଇଥିବା ଗୋଟିଏ ପ୍ରକାର ବହୁତ ପତଳା ଦଉଡ଼ି

ଉଦାହରଣ : ସେ ସୁତୁଲିରେ ବୋରା ମୁହଁ ସିଲେଇ କରୁଛି

ସମକକ୍ଷ : ସୁତଲି, ସୁତୁଲୀ

ଅର୍ଥ : ଛଣର ଦଉଡ଼ି

ଉଦାହରଣ : ସେ ସୁତୁଲିରେ ବସ୍ତାର ମୁହଁ ବାନ୍ଧିଲା


ଅନ୍ୟ ଭାଷାରେ ଅନୁବାଦ :

रूई, सन या इसी प्रकार के रेशों को एक में बटकर बनाई हुई पतली रस्सी।

उसने सुतली से बोरे का मुँह बाँधा।
सुतरी, सुतली