ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୁଗ୍ରାହୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୁଗ୍ରାହୀ   ବିଶେଷଣ

ଅର୍ଥ : ଯେ ସୁଗମତା ସହିତ ଗ୍ରହଣ କରେ

ଉଦାହରଣ : ମଂଜୁଳା ଗଣିତରେ ସୁଗ୍ରାହୀ ଛାତ୍ରମାନଙ୍କ ମଧ୍ୟରେ ଜଣେ

ସମକକ୍ଷ : ସୁଗ୍ରାହ୍ୟ


ଅନ୍ୟ ଭାଷାରେ ଅନୁବାଦ :

जो सुगमता से ग्रहण करे।

मंजुला गणित की सुग्राही बच्चियों में से एक है।
सुग्राही, सुग्राह्य

ଅର୍ଥ : ଯାହା ସୁଗମତା ସହିତ ଗ୍ରହଣ କରାଯାଇପାରିବ

ଉଦାହରଣ : ଏହି ଲେଖା ସୁଗ୍ରାହ୍ୟ

ସମକକ୍ଷ : ସୁଗ୍ରାହ୍ୟ


ଅନ୍ୟ ଭାଷାରେ ଅନୁବାଦ :

जिसे सुगमता से ग्रहण किया जा सके।

यह लेख सुग्राह्य है।
सुग्राही, सुग्राह्य