ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୀମନ୍ତୋନ୍ନୟନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୀମନ୍ତୋନ୍ନୟନ   ବିଶେଷ୍ୟ

ଅର୍ଥ : ହିନ୍ଦୁମାନଙ୍କର ଦଶ ସଂସ୍କାର ମଧ୍ୟରୁ ତୃତୀୟ ଯାହା ଗର୍ଭାଧାନର ଚତୁର୍ଥ, ଷଷ୍ଠ ବା ଅଷ୍ଟମ ମାସରେ ହୋଇଥାଏ

ଉଦାହରଣ : ସୀମନ୍ତୋନ୍ନୟନ ସଂସ୍କାରଦ୍ୱାରା ବାଳକର ଉଜ୍ଜ୍ୱଳ ଭବିଷ୍ୟତ ସହିତ ସେ ଦୀର୍ଘାୟୁ ହେବାର କାମନା କରାଯାଏ

ସମକକ୍ଷ : ସୀମନ୍ତ ସଂସ୍କାର, ସୀମନ୍ତକର୍ମ, ସୀମନ୍ତୋନ୍ନୟନ କର୍ମ, ସୀମନ୍ତୋନ୍ନୟନ ସଂସ୍କାର


ଅନ୍ୟ ଭାଷାରେ ଅନୁବାଦ :

हिन्दुओं के दस संस्कारों में से तीसरा जो गर्भाधान के चौथे, छठे या आठवें महीने में होता है।

सीमंतोन्नयन संस्कार के द्वारा बालक के उज्ज्वल भविष्य के साथ-साथ उसके दीर्घायु होने की कामना की जाती है।
अठवाँसा, सीमंत, सीमंत कर्म, सीमंत संस्कार, सीमंतोन्नयन, सीमंतोन्नयन संस्कार

Any customary observance or practice.

rite, ritual