ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୀମନ୍ତ ସଂସ୍କାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୀମନ୍ତ ସଂସ୍କାର   ବିଶେଷ୍ୟ

ଅର୍ଥ : ହିନ୍ଦୁମାନଙ୍କର ଦଶ ସଂସ୍କାର ମଧ୍ୟରୁ ତୃତୀୟ ଯାହା ଗର୍ଭାଧାନର ଚତୁର୍ଥ, ଷଷ୍ଠ ବା ଅଷ୍ଟମ ମାସରେ ହୋଇଥାଏ

ଉଦାହରଣ : ସୀମନ୍ତୋନ୍ନୟନ ସଂସ୍କାରଦ୍ୱାରା ବାଳକର ଉଜ୍ଜ୍ୱଳ ଭବିଷ୍ୟତ ସହିତ ସେ ଦୀର୍ଘାୟୁ ହେବାର କାମନା କରାଯାଏ

ସମକକ୍ଷ : ସୀମନ୍ତକର୍ମ, ସୀମନ୍ତୋନ୍ନୟନ, ସୀମନ୍ତୋନ୍ନୟନ କର୍ମ, ସୀମନ୍ତୋନ୍ନୟନ ସଂସ୍କାର


ଅନ୍ୟ ଭାଷାରେ ଅନୁବାଦ :

हिन्दुओं के दस संस्कारों में से तीसरा जो गर्भाधान के चौथे, छठे या आठवें महीने में होता है।

सीमंतोन्नयन संस्कार के द्वारा बालक के उज्ज्वल भविष्य के साथ-साथ उसके दीर्घायु होने की कामना की जाती है।
अठवाँसा, सीमंत, सीमंत कर्म, सीमंत संस्कार, सीमंतोन्नयन, सीमंतोन्नयन संस्कार

Any customary observance or practice.

rite, ritual