ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଅଲଗା ଅଲଗା ସ୍ତମ୍ଭରେ ବା କୋଠରୀରେ ଦିଆଯାଇଥିବା ଶବ୍ଦ,ପଦ,ଅଙ୍କ ଆଦିର ଏହି ବିନ୍ୟାସ ଯେଉଁଥିରେ ସେହି ଶବ୍ଦ,ପଦ,ଅଙ୍କ ଆଦିର ପାରସ୍ପରିକ ସମ୍ବନ୍ଧ ବା କିଛି ବିଶେଷ ତଥ୍ୟ ସୂଚିତ ହୋଇଥାଏ
ଉଦାହରଣ : ଅଧ୍ୟୟନ, ଗଣନାପାଇଁ ସାରଣୀର ଉପଯୋଗ ହୁଏ
ସମକକ୍ଷ : ତାଲିକା
ଅନ୍ୟ ଭାଷାରେ ଅନୁବାଦ :हिन्दी English
अलग-अलग स्तंभों अथवा खानों के रूप में दिए हुए शब्दों, पदों, अंकों आदि का वह विन्यास जिससे उन शब्दों, पदों, अंकों आदि के पारस्परिक संबंध या कुछ विशिष्ट तथ्य सूचित होते हैं।
A set of data arranged in rows and columns.
ସଂସ୍ଥାପନ କରନ୍ତୁ