ଅର୍ଥ : ପଥର, ମାଟି, ପ୍ଲାଷ୍ଟିକଆଦିର ଛୋଟ ଖଣ୍ଡ ଯାହାର ଉପଯୋଗ କୌଣସି ଖେଳରେ ହୋଇଥାଏ
ଉଦାହରଣ :
ପିଲାମାନେ ଖେଳିବାପାଇଁ ଗୋଟି ଏକାଠି କରୁଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କାଠ ବା ହାଡ଼ରେ ତିଆରି ଛଅ ଖଣ୍ଡ କାଠି ଭଳି ଲମ୍ବା ଖଣ୍ଡ ଯାହାର ଉପର ଭାଗରେ ବିନ୍ଦୁ ଚିହ୍ନ ଦିଆଯାଇଥାଏ ଏବଂ ଯେଉଁଥିରେ ପଶା ଆଦି ଖେଳାଯାଏ
ଉଦାହରଣ :
ମୋହନ ପଶାକାଠି ଚଳାଇବାରେ ଦକ୍ଷ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ରାସାୟନିକ ବିଧିରେ ତିଆରି କରାଯାଉଥିବା ଉର୍ବରକ
ଉଦାହରଣ :
ୟୁରିୟା,ଫସ୍ଫେଟ୍ ଆଦି ରାସାୟନିକ ସାର
ସମକକ୍ଷ : ରାସାୟନିକ ସାର
ଅନ୍ୟ ଭାଷାରେ ଅନୁବାଦ :
रासायनिक विधि से बनाया हुआ उर्वरक।
यूरिया,फास्फेट आदि रासायनिक उर्वरक हैं।Any substance such as manure or a mixture of nitrates used to make soil more fertile.
fertiliser, fertilizer, plant foodଅର୍ଥ : ଯେଉଁ ପଚାସଢ଼ା ବା କୃତ୍ରିମ ଜିନିଷ ଖେତର ଉତ୍ପାଦିକା ଶକ୍ତି ବଢ଼ାଇବା ନିମନ୍ତେ ସେଥିରେ ପକାଯାଇଥାଏ
ଉଦାହରଣ :
ଖେତରେ ଖତ ପକାଇଲେ ତାହାର ଉର୍ବରା ଶକ୍ତି ବୃଦ୍ଧି ହୋଇଥାଏ
ସମକକ୍ଷ : ଖତ
ଅନ୍ୟ ଭାଷାରେ ଅନୁବାଦ :
वे सड़े-गले पदार्थ या कृत्रिम पदार्थ जो खेत की उपज बढ़ाने के लिए उसमें डाले जाते हैं।
खेत में खाद डालने से उसकी उर्वरा शक्ति में वृद्धि होती है।Any substance such as manure or a mixture of nitrates used to make soil more fertile.
fertiliser, fertilizer, plant food