ଅର୍ଥ : ସମାଜ ସହିତ ସମ୍ବନ୍ଧିତ ବ୍ୟବସ୍ଥା
ଉଦାହରଣ :
ଆର୍ଯ୍ୟ ସଭ୍ୟତାରେ ସାମାଜିକ ବ୍ୟବସ୍ଥା ସମାଜର ଚାରି ବର୍ଗଦ୍ୱାରା ନିର୍ଧାରିତ ହୋଇଥିଲା
ଅନ୍ୟ ଭାଷାରେ ଅନୁବାଦ :
वह व्यवस्था जो समाज से संबंधित हो।
आर्य सभ्यता में सामाजिक व्यवस्था समाज के चारों वर्गों से निर्धारित होती थी।