ଅର୍ଥ : ସାମନ୍ତମାନଙ୍କ ସମୟର ବା ସେହି ସମୟ ସହିତ ସମ୍ବନ୍ଧିତ
ଉଦାହରଣ :
ଭାରତରେ ସାମନ୍ତକାଳୀନ ସମାଜରେ ସାଧାରଣ ଜନତାଙ୍କର ସ୍ଥିତି ଭଲନଥିଲା
ଅନ୍ୟ ଭାଷାରେ ଅନୁବାଦ :
सामंतों के समय का या उस समय से संबंधित।
भारत के सामंतकालीन समाज में आम जनता की स्थिति अच्छी न थी।