ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଇଂରେଜ ଶାସନ କାଳରେ ଯେ ଜମିର ମାଲିକ ହୋଇଥିଲେ ଏବଂ ତାହାକୁ ଖଜଣା ନେଇ କୃଷକମାନଙ୍କୁ ଚାଷ କରିବା ନିମନ୍ତେ ଦେଉଥିଲେ
ଉଦାହରଣ : ଜମିଦାର କୃଷକମାନଙ୍କ ସହିତ କ୍ରୂର ବ୍ୟବହାର କରୁଥିଲେ
ସମକକ୍ଷ : ଜମିଦାର, ମାଲିକ
ଅନ୍ୟ ଭାଷାରେ ଅନୁବାଦ :हिन्दी English
वह जो अँग्रेज़ी शासन में ज़मीन का मालिक होता था और उसे किसानों को लगान पर जोतने-बोने के लिए देता था।
A landowner who leases to others.
ଅର୍ଥ : ମଧ୍ୟଯୁଗରେ ଏକ ଶକ୍ତିଶାଳୀ ସର୍ଦ୍ଦାର
ଉଦାହରଣ : ଏକ ସମୟରେ ସାମନ୍ତମାନଙ୍କର ଅନେକ ପ୍ରଭାବ ଥିଲା
ସମକକ୍ଷ : ଜମିଦାର
मध्य-काल में एक प्रकार के शक्तिशाली सरदार।
A man of rank in the ancient regime.
ସଂସ୍ଥାପନ କରନ୍ତୁ