ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସାନ୍ତ୍ୱନା ଦେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସାନ୍ତ୍ୱନା ଦେବା   କ୍ରିୟାପଦ

ଅର୍ଥ : ଇଆଡୁ ସେଆଡୁ କଥା କହି ଚିନ୍ତିତ ଓ ଦୁଃଖି ବ୍ୟକ୍ତିର ମନକୁ ଭୁଲାଇବା ବା ସାନ୍ତ୍ୱନା ଦେବା

ଉଦାହରଣ : ଭେଣ୍ଡାପୁଅର ମୃତ୍ୟୁରେ ସେ ସଂତପ୍ତ ପରିବାରକୁ ସହୋଦର ଭଳି ସାନ୍ତ୍ୱନା ଦେଉଥିଲା

ସମକକ୍ଷ : ବୁଝାଇବା


ଅନ୍ୟ ଭାଷାରେ ଅନୁବାଦ :

इधर-उधर की बातें करके चिंतित या दुःखी व्यक्ति का मन दूसरी ओर ले जाना या धीरज दिलाना।

जवान बेटे की मौत से संतप्त परिवार को सगे-संबंधी सांत्वना दे रहे थे।
ढाढ़स बँधाना, ढाढ़स देना, तसल्ली देना, दिलासा देना, समझाना, सांत्वना देना, सान्त्वना देना

Give moral or emotional strength to.

comfort, console, solace, soothe