ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସାଧୁତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସାଧୁତା   ବିଶେଷ୍ୟ

ଅର୍ଥ : ନିଷ୍କପଟ ହେବାର ଅବସ୍ଥା

ଉଦାହରଣ : ନିଷ୍କପଟତା ମନୁଷ୍ୟର ଭଲ ଚାରିତ୍ରିକ ଲକ୍ଷଣ

ସମକକ୍ଷ : ଅକୁଟିଳତା, କପଟହୀନତା, ଛଳନାହୀନତା, ନିଷ୍କପଟତା, ସରଳତା


ଅନ୍ୟ ଭାଷାରେ ଅନୁବାଦ :

निष्कपट होने की अवस्था या भाव।

सरलता मनुष्य के अच्छे चरित्र का लक्षण है।
अकुटिलता, आर्जव, ऋजुता, कपटहीनता, छलहीनता, निश्छलता, निष्कपटता, भोलापन, सरलता, सादगी, साधुता, सीधापन

A state or condition of being innocent of a specific crime or offense.

The trial established his innocence.
innocence

ଅର୍ଥ : ସଜ୍ଜନ ହେବା ଭାବ

ଉଦାହରଣ : ସଜ୍ଜନତା ଏକ ବିଶେଷ ଗୁଣ

ସମକକ୍ଷ : ଭଦ୍ରତା, ସଜ୍ଜନତା, ସୌହାର୍ଦତା


ଅନ୍ୟ ଭାଷାରେ ଅନୁବାଦ :

Elegance by virtue of fineness of manner and expression.

breeding, genteelness, gentility

ଅର୍ଥ : ସଚ୍ଚା ହେବାର ଅବସ୍ଥା ବା ଭାବ

ଉଦାହରଣ : ଏହା ବି ଗୋଟିଏ ସଚ୍ଚାପଣ ଯେଣୁ ସେ ତୁମକୁ ଢେର୍ ପସନ୍ଦ କରନ୍ତି

ସମକକ୍ଷ : ସଚ୍ଚାପଣ


ଅନ୍ୟ ଭାଷାରେ ଅନୁବାଦ :

सच्चा होने की अवस्था या भाव।

यह भी एक सच्चाई है कि वह आपको बहुत पसंद करता है।
सच्चाई, सच्चापन